Vaishno Devi
Advertisment
କୋପ କରିଛନ୍ତି କି ମା'... ମାତାରାଣୀଙ୍କ କୋପରୁ ଏଠି ପ୍ରଳୟ ଆସିଛି । ପାହଡରୁ ପଥର ଖସୁଛି, ଘରଦ୍ୱାର, ମଣିଷ ସବୁ ଭାସି ଯାଇଛି । ଯେଉଁ ରାସ୍ତାରେ ମାତାରାଣୀଙ୍କ ଜୟକାର ଶୁଣାଯାଉଥିଲା, ସେଠାରେ ଶୁଭୁଛି ଆର୍ତ୍ତଚିତ୍କାର ଆଉ କାନ୍ଦଣା । ବିକାଶ ନାଁରେ ମା'ଙ୍କ ତ୍ରିକୁଟ ପର୍ବତକୁ ଖିନଭିନ୍ କରୁଛ, ମା କ୍ରୋଧରେ ଅଛନ୍ତି, ଆଉ ଏ ପ୍ରଳୟ ଆସିଛି । ମାତା ବୈଷ୍ଣୋଦେବୀଙ୍କ ଯାତ୍ରା ମାର୍ଗରେ ଭୟଙ୍କର ଭୂସ୍ଖଳନ ପରେ କାନ୍ଦି କାନ୍ଦି ଏମିତି କହିଛନ୍ତି ଜଣେ ସ୍ଥାନୀୟ ଲୋକ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us