CM
Advertisment
ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ କିଏ ଆଉ କିଏ ସବୁଠୁ ଗରୀବ ? ଆସୋସିଏଟ ଅଫ୍ ଡେମୋକ୍ରାଟିକ ରିଫର୍ମ୍ସ (ADR) ଓ ନ୍ୟାସନାଲ ଇଲେକ୍ସନ ୱାଚ୍ (NEW) ପକ୍ଷରୁ ପ୍ରକାଶ ପାଇଛି ଦେଶର ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକା । ରିପୋର୍ଟରେ କୋଟିପତି ମୁଖ୍ୟମନ୍ତ୍ରୀଙ୍କ ଭିତରେ ଅଛନ୍ତି ମୋହନ ଚରଣ ମାଝୀ । ADR ଓ NEW ରିପୋର୍ଟ ଅନୁସାରେ, ମୋହନ ମାଝୀ ୧ କୋଟି ୯୩ ଲକ୍ଷ ସମ୍ପତ୍ତିର ମାଲିକ । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ । ତୃତୀୟ ଧନୀ ସିଏମ୍ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us