pregnant
Advertisment
ପ୍ରେଗନାଣ୍ଟ ଜବ୍ ନାଁରେ ଠକି ଚାଲିଥିଲେ। ଆଉ ଲୁଟି ଚାଲିଥିଲେ ପୁଳା ପୁଳା ଟଙ୍କା। ଲୋକଙ୍କୁ ଠକିବାର ତାଙ୍କ ତରିକା ଥିଲା ପୂରା ଭିନ୍ନ। ଚାକିରି ଲୋଭ ଦେଖାଇ ଫସାଉଥିଲେ। ଆଉ ମହିଳାଙ୍କୁ ଗର୍ଭବତୀ କରିବାକୁ ଦେଉଥିଲେ ମନଲୋଭା ଅଫର। ଏବେ ଏସବୁର ହୋଇଛି ଖେଳ ଖତମ୍। ପୋଲିସ ହାତରେ ଧରାପଡିଛନ୍ତି ପ୍ରେଗନାଣ୍ଟ ଜବ୍ ନାଁରେ ଠକି ଚାଲିଥିବା ଅପରାଧୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us