Advertisment

Special Story:ପାକିସ୍ତାନରେ ଆଲର୍ଟ,ପିଓକେରେ ୧୩୦ ଆତଙ୍କବାଦୀ

ଜମ୍ମୁ-କାଶ୍ମୀରରେ ଏବେ ବି ସକ୍ରିୟ ଅନେକ ଆତଙ୍କବାଦୀ । ପିଓକେରେ ଛପିଛନ୍ତି ୧୩୦ ଆତଙ୍କୀ । ଆକ୍ଟିଭ ଅଛି ୪୨ ଟେରରିଷ୍ଟ ଲଞ୍ଚ ପ୍ୟାଡ୍ । ଆତଙ୍କୀଙ୍କ ଲଞ୍ଚ ପ୍ୟାଡ୍ ଠାବ କଲା ଭାରତୀୟ ସେନା । ଗତ ୨୨ ତାରିଖରେ କାଶ୍ମୀରର ପହଲଗାଓରେ ଆତଙ୍କୀଙ୍କ ନରସଂହାର ପରେ ଭାରତର କରୁଛି ବଡ଼ ପ୍ଲାନ୍‌ ।

Pakistan JammuKashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ