Advertisment

ବିନାଶ ନୁହେଁ ଏଥର ମହାବିନାଶ

ପାକିସ୍ତାନଙ୍କୁ ମୋଦିଙ୍କ ପୁଣି ଧମକ । ଆତଙ୍କୀଙ୍କୁ ସାହାଯ୍ୟ କଲେ ଘରେ ପଶି ମାରିବୁ । ଆତଙ୍କୀ ହମଲା କଲେ ଆମେ ଆମ ହିସାବରେ, ଆମ ସର୍ତ୍ତରେ ଗୋଡେଇ ଗୋଡେଇ ମାରିବୁ ।

Advertisment

ପାକିସ୍ତାନଙ୍କୁ ମୋଦିଙ୍କ ପୁଣି ଧମକ । ଆତଙ୍କୀଙ୍କୁ ସାହାଯ୍ୟ କଲେ ଘରେ ପଶି ମାରିବୁ । ଆତଙ୍କୀ ହମଲା କଲେ ଆମେ ଆମ ହିସାବରେ, ଆମ ସର୍ତ୍ତରେ ଗୋଡେଇ ଗୋଡେଇ ମାରିବୁ । ନ୍ୟୁକ୍ଲିୟର ବମ୍ବ କଥା କହି ବ୍ଲାକମେଲ କଲେ କଡା ଜବାବ ଦେବୁ । ଆତଙ୍କୀଙ୍କୁ ପ୍ରଶୟ ଦେଉଥିବା ମାଟିକୁ ଉଡାଇଦେବୁ । ଆତଙ୍କବାଦୀ ସଂଗଠନ ପାଇଁ ଭାରତର ଲକ୍ଷ୍ମଣରେଖା ସ୍ପଷ୍ଟ ।

Advertisment
India News PM Modi Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ