pakistan
Advertisment
ଭାରତ ନେଇଛି ଗୋଟି ଗୋଟି ପ୍ରତିଶୋଧ । ଗଣି ଗଣି କରିଛି ଆତଙ୍କୀଙ୍କ ଆଡ୍ଡା ଧ୍ବଂସ । ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ କରିଛି । ପାକିସ୍ତାନ ସେନାକୁ ବି ସବକ୍ ଶିଖାଇଛି । ‘ଅପରେସନ୍ ସିନ୍ଦୂର’ରେ ଭାରତର ଯବାନଙ୍କ ସଫଳତା ପରେ ସୋମବାର ଦିନ ସାମ୍ବାଦିକ ସମ୍ମିଳନୀ କରି ପାକିସ୍ତାନର ଧ୍ୱଂସବିଧ୍ୱସଂର ଗୋଟିଗୋଟି ତଥ୍ୟ ରଖିଛନ୍ତି ଏୟାର ମାର୍ଶଲ ଏକେ ଭାରତୀ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us