Advertisment

ମୋଦି କହିଲେ ଏମିତି ,ବନ୍ଦ ହେବ ପାକିସ୍ତାନ ନିଃଶ୍ବାସ

ସରିଲା ଆତଙ୍କବାଦୀ ଯୁଗ । ଏକା ସଙ୍ଗେ ବହିବନି ପାଣି ଆଉ ରକ୍ତ । ଅପରେସନ୍‌ ସିନ୍ଦୂରକୁ ନେଇ ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Advertisment

ସରିଲା ଆତଙ୍କବାଦୀ ଯୁଗ । ଏକା ସଙ୍ଗେ ବହିବନି ପାଣି ଆଉ ରକ୍ତ । ଅପରେସନ୍‌ ସିନ୍ଦୂରକୁ ନେଇ ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଡ଼ୋଶୀ ଦେଶ ବା ଆତଙ୍କବାଦୀଙ୍କ ଦେଶ ପାକିସ୍ତାନକୁ କଡ଼ା ଚରମ ବାଣି ଶୁଣାଇ ସେନାକୁ ସାଲ୍ୟୁଟ କରି ଗୁଇନ୍ଦା ସଂସ୍ଥା ଓ ବୈଜ୍ଞାନିକଙ୍କୁ ପ୍ରଶଂସା କରି ‘ଅପରେସନ୍‌ ସିନ୍ଦୂର’ର ଗୋଟି ଗୋଟି କଥା ବଖାଣିଛନ୍ତି ପ୍ରଧାନମନ୍ତ୍ରୀ ।

Advertisment
Narendra Modi PM Modi Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ