Advertisment

ପାକିସ୍ତାନର ହଜିଲା ନିଦ, ପୁଣି ବାଜିବ ଯୁଦ୍ଧ ସାଇରନ୍‌

ଅପରେସନ୍‌ ସିଲ୍ଡରେ ସୀମାନ୍ତର ୫ ରାଜ୍ୟରେ ଆଜି ହେବ ଯୁଦ୍ଧାଭ୍ୟାସ। ଭାରତ ପୁଣି ଥରେ କରିବ ମକ୍‌ଡ୍ରିଲ। ଶତ୍ରୁ ପକ୍ଷର କୌଣସି ସମ୍ଭାବ୍ୟ ମୁକାବିଲା ପାଇଁ ହେବ ପ୍ରସ୍ତୁତି। ଶନିବାର ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସୀମାନ୍ତ ଅଞ୍ଚଳରେ ସିଭିଲ ଡିଫେନ୍ସ ଏକ୍ସରସାଇଜ୍ କରାଯିବ।

Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ