India Has Zero Tolerance for Terrorism, Message Must Reach Globally: Baijayant Panda
Advertisment
ବିଶ୍ବ_ଆଗରେ_ଖୋଲିବୁ_ପାକ୍_ମୁଖା’
‘ସୀମା ପାର ଆତଙ୍କବାଦ ପାଇଁ ଆମେ ଶୂନ୍ୟ ସହନଶୀଳତା ଆପଣାଉଛୁ। ଆମର ଏହି ମେସେଜ ସମଗ୍ର ବିଶ୍ବ ନିକଟରେ ପହଞ୍ଚିବା ଦରକାର। କାରଣ ମୁହଁତୋଡ଼ ଜବାବ ପାଇବା ପରେ ବି ପାକିସ୍ତାନ ମିଥ୍ୟା ପ୍ରଚାର ଚଳାଇଛି। ତେଣୁ ବିଦେଶ ଯାଇ ବିଭିନ୍ନ ସଂସ୍ଥା ଆଗରେ ଆମ ଆଭିମୁଖ୍ୟ ରଖିବୁ।’ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଏପରି କହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us