Advertisment

ଦେଶରେ ଅଭାବ ନାହିଁ କୋଇଲା

୨୨ ଦିନ ପାଇଁ ଷ୍ଟକ୍ ରହିଛି କୋଇଲା.. ଶକ୍ତି ଉତ୍ପାଦନ ସଂସ୍ଥାକୁ କୋଇଲା ଯୋଗାଣ ବଢ଼ାଇବାକୁ CILକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।

Advertisment

୨୨ ଦିନ ପାଇଁ ଷ୍ଟକ୍ ରହିଛି କୋଇଲା.. ଶକ୍ତି ଉତ୍ପାଦନ ସଂସ୍ଥାକୁ କୋଇଲା ଯୋଗାଣ ବଢ଼ାଇବାକୁ CILକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଦେଶବାସୀଙ୍କୁ ଆଶ୍ବାସନା ଦେଇଛନ୍ତି କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ବିଦ୍ୟୁତକୁ ନେଇ ହେଉଥିବା ସମସ୍ୟାକୁ ଯଥାଶୀଘ୍ର ସମାଧାନ କରାଯିବ ବୋଲି କୁହାଯାଇଛି ।

Advertisment
Pralhad Joshi Coal Stock No Shortage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ