By: Otv Khabar Bureau
Last updated: 16 November 2021, 09:53 PM IST
ନୂଆଦିଲ୍ଲୀରେ ଏବେ ସ୍ଥିତି ଏମିତି ଯେ, ଲୋକେ କହୁଛନ୍ତି ଆମେ ଏଠି ଗୋଟେ ପ୍ରଦୂଷଣପୂର୍ଣ୍ଣ ଅଞ୍ଚଳରେ ଛଟପଟ ହେଉଛୁ। ଆଖି ପୋଡ଼ୁଛି, ନାକ ପୋଡ଼ୁଛି। ଶୀତ ଦିନ ଆସିଲାଣି ଯେ, ଏବେ ପ୍ରଦୂଷଣ ମାତ୍ରା ବଢ଼ିଗଲାଣି।