Ram Mandir
Advertisment
ପାଖେଇ ଆସୁଛି ମାହେନ୍ଦ୍ର ବେଳା । ଅଧାଅଧି ସରି ଆସିଲାଣି ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର । ହଜାରେ ବର୍ଷ ତିଷ୍ଠି ରହିଲା ଭଳି ହେଉଛି ନିର୍ମାଣ କାର୍ଯ୍ୟ । ରାତିଦିନ କାମରେ ଲାଗିଛନ୍ତି ଶହ ଶହ କାରିଗର । ୨୦୨୩ ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବ ଅଯୋଧ୍ୟାର ରାମମନ୍ଦିର ନିର୍ମାଣ । ଆଉ ୨୦୨୪ ମକର ସଂକ୍ରାନ୍ତି ତିଥିରେ ପ୍ରତିଷ୍ଠା ହେବ ରାମଲଲାଙ୍କ ବିଗ୍ରହ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us