Advertisment

ଆତଙ୍କୀ ହମଲା ୫ ଯବାନଙ୍କ ମୃତ୍ୟୁ

ପୁଣି ୫ ବୀର ପୁତ୍ରକୁ ହରାଇଲା ଦେଶ । କଶ୍ମୀର ରଜୌରୀ ସେକ୍ଟରର ପୀରପଞ୍ଜଲ ରେଞ୍ଜ ଅଞ୍ଚଳରେ ଆତଙ୍କୀ ଆକ୍ରମଣ ହୋଇଛ । ଆତଙ୍କବାଦୀ ବିରୋଧୀ ଅଭିଯାନ ବେଳେ ଏହି ଗୁଳି ବିନିମୟ ହୋଇଥିଲା । ଆଉ ଏଥିରେ ଜଣେ ଜେଏସଓଙ୍କ ସମେତ ୫ ଜଣ ଯବାନ୍ ସହିଦ୍ ହୋଇଥିବା ସୂଚନା ମିଳିଛି ।

Advertisment

 ପୁଣି ୫ ବୀର ପୁତ୍ରକୁ ହରାଇଲା ଦେଶ । କଶ୍ମୀର ରଜୌରୀ ସେକ୍ଟରର ପୀରପଞ୍ଜଲ ରେଞ୍ଜ ଅଞ୍ଚଳରେ ଆତଙ୍କୀ ଆକ୍ରମଣ ହୋଇଛି । ଆଉ ଏଥିରେ ଜଣେ ଜେଏସଓଙ୍କ ସମେତ ୫ ଜଣ ଯବାନ୍ ସହିଦ୍ ହୋଇଥିବା ସୂଚନା ମିଳିଛି । ଆତଙ୍କବାଦୀ ବିରୋଧୀ ଅଭିଯାନ ବେଳେ ଏହି ଗୁଳି ବିନିମୟ ହୋଇଥିଲା ।

Advertisment
Terrorists Martyred Five Army J-Ks Poonch
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ