Vande Bharat Express
Advertisment
ଯେମିତି ଆରାମ, ସେମିତି ଲୁକ୍। ଦେଖିଲେ ଲାଗୁଛି ଯେପରି ସିଧା କୌଣସି ହଲିଉଡ୍ ସାଇ-ଫାଇ ମୁଭିର ସ୍ପେଶ୍ ସିପ୍। କିନ୍ତୁ ଏହା କୌଣସି କଳ୍ପନା ନୁହେଁ, ବନ୍ଦେ ଭାରତ ହାଇ-ସ୍ପିଡ୍ ଟ୍ରେନର ଭିତରର ଦୃଶ୍ୟ। ସାମ୍ନାକୁ ଆସିଲା ଅତ୍ୟାଧୁନିକ ବନ୍ଦେ ଭାରତ ସ୍ଲିପର କୋଚ୍ର ଏକ୍ସକ୍ଲୁସିଭ ଚିତ୍ର।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us