Advertisment

ହସାଉଥିଲା ଯମ, ଜାଣିପାରିଲାନି ପରିବାର

ହସ ହସ ମୁହଁ । ଆଉ ମନରେ ଥିଲା ନୂଆ କରି ଜୀବନ ଜିଇବାର ଆଶା । ପତ୍ନୀ ଡାକ୍ତରୀ ଚାକିରି ଛାଡ଼ି ସ୍ୱାମୀଙ୍କ ସହ ଉଡ଼ିଯାଇଥିଲେ ବ୍ରିଟେନକୁ । ସାଙ୍ଗରେ ଥିଲେ ୩ ପିଲା । ବିମାନ ଭିତରେ ଖୁବ୍‌ ମଜାମସ୍ତି କରି ହସଖୁସିରେ ଏ ଥିଲା ସେତେବେଳର ଦୃଶ୍ୟ । ବାସ୍‌ ଆଉ କିଛି ସମୟ ପରେ ଆରମ୍ଭ ହୋଇଥା’ନ୍ତା ନୂଆ ଜୀବନ । ହେଲେ ଖୁସି ଆସିବା ପୂର୍ବରୁ ସମସ୍ତେ ଚାଲିଗଲେ ଆରପାରିକୁ ।

Ahmedabad
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ