Elephant Death
Advertisment
ପୁଣି ବିଜୁଳି ତାର ନେଲା ଗଜରାଜଙ୍କ ଜୀବନ । ଏଥର ଗୋଟେ କି ଦୁଇଟି ନୁହେଁ, ଏକାବେଳକେ ଚାରି ଚାରିଟି ହାତୀ । ଓଡ଼ିଶାର ରାୟଗଡ଼ା ଅଞ୍ଚଳରୁ ଖାଦ୍ୟ ସଂଗ୍ରହରେ ଆନ୍ଧ୍ର ସୀମାକୁ ଚାଲିଯାଇଥିବା ୬ଟିକିଆ ହାତୀ ପଲ ମଧ୍ୟରୁ ଗତ ବିଳମ୍ବିତ ରାତିରେ ଆନ୍ଧ୍ର ବିଜୟନଗର କାଟ୍ରାଗଡ଼ ଗାଁରେ ୪ଟି ହାତୀଙ୍କ ଜୀବନ ଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us