Advertisment

ଉଛୁଳା ନଈର ବୀର, ଶଶାଙ୍କକୁ ଶହେ ସଲାମ

ଅଦମ୍ୟ ସାହସ ଓ ବୀରତାର ପରିଚୟ ଦେଇ ଅମର ହୋଇଗଲେ ସିକ୍କିମ ସ୍କାଉଟ୍ସର ଲେଫ୍ଟନାଣ୍ଟ ଶଶାଙ୍କ ତିୱାରୀ। ନିଜ ଜୀବନକୁ ତିଳେ ମାତ୍ର ଭ୍ରୁକ୍ଷେପ ନକରି ସାଥୀ ଯବାନଙ୍କ ଜୀବନ ବଞ୍ଚାଇ ଚିର ଦିନ ପାଇଁ ସେ ଅମର ହୋଇ ଯାଇଛନ୍ତି।

Advertisment

ଅଦମ୍ୟ ସାହସ ଓ ବୀରତାର ପରିଚୟ ଦେଇ ଅମର ହୋଇଗଲେ ସିକ୍କିମ ସ୍କାଉଟ୍ସର ଲେଫ୍ଟନାଣ୍ଟ ଶଶାଙ୍କ ତିୱାରୀ। ନିଜ ଜୀବନକୁ ତିଳେ ମାତ୍ର ଭ୍ରୁକ୍ଷେପ ନକରି ସାଥୀ ଯବାନଙ୍କ ଜୀବନ ବଞ୍ଚାଇ ଚିର ଦିନ ପାଇଁ ସେ ଅମର ହୋଇ ଯାଇଛନ୍ତି। ଯବାନ ଯେ ବଳିଦାନର ପ୍ରତିକ, ସେ ତାହା ପ୍ରତିପାଦିତ କରିଛନ୍ତି।

Advertisment
North Sikkim
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ