suecide
Advertisment
ଶୁନ୍ ଶାନ୍ ଜଙ୍ଗଲ ଭିତରେ ଠିଆ ହୋଇଥିଲା କାର୍। ୩ ଦିନ ଧରି ଗୋଟିଏ ସ୍ଥାନରୁ ଜମାରୁ ଘୁଞ୍ଚୁନି। ଆଉ କାର୍ ଭିତରୁ ଆସୁଥିଲା ଭଣ ଭଣ ଦୁର୍ଗନ୍ଧ। ସନ୍ଦେହ ହେବାରୁ ଖୋଲା ଯାଇଥିଲା କାର୍ କବାଟ। ତା’ପରେ ଭିତରର ଦୃଶ୍ୟ ଦେଖି ଉଡିଯାଇଥିଲା ସମସ୍ତଙ୍କ ହୋସ୍। କାର୍ ଭିତରେ ଥିଲା ଜଣେ ଡାକ୍ତରଙ୍କ ଗଳିତ ମୃତଦେହ। ଖାଲି ସେତିକି ନୁହେଁ ମୃତ ଡାକ୍ତରଙ୍କ ହାତରେ ଲାଗିଥିବା ଆଇଭି ଫ୍ଲୁଇଡ୍ ଡ୍ରିପ୍।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us