Monika - Delhi Police
Advertisment
ଦିଲ୍ଲୀ ପୋଲିସର କରିତକର୍ମା କନଷ୍ଟେବଲ ସୁରେନ୍ଦ୍ର ସିଂ ରାଣା। ଖାକି ବର୍ଦ୍ଦିରେ ଖତରନାକ୍ ସୈତାନ। ତାଙ୍କ ପାଇଁ ଜଣେ ମହିଳା କନଷ୍ଟେବଲ ମୋନିକା ୟାଦବଙ୍କ ଆଇଏଏସ୍ କି ଆଇପିଏସ୍ ବନିବା ସ୍ୱପ୍ନ, ଜଳିପୋଡ଼ି ଛାରଖାର ହୋଇଗଲା । ଆଜି ସେହି ମୋନିକା ଆଉ ଏହି ଦୁନିଆରେ ନାହାନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us