By: Prangyan Parimita
Last updated: 14 November 2021, 09:06 AM IST
ଦିଲ୍ଲୀରେ ମୁସକିଲ ହେଲାଣି ନିଃଶ୍ୱାସ ନେବା । ଦିଲ୍ଲୀରେ ଏତେ ମାତ୍ରାରେ ପ୍ରଦୂଷଣ ବଢିଗଲାଣି ଯେ ସାଧାରଣ ଲୋକେ ନିଃଶ୍ୱାସରେ ବିଷ ନେଉଛନ୍ତି ।