Advertisment

SpecialStory: ନାକ ନୋଥ ଧରାଇଦେଲା !

ମାସକ ପୂର୍ବେ ଦିଲ୍ଲୀର ଏକ ଡ୍ରେନ୍‌ରୁ ମିଳିଥିଲା ଜଣେ ଅଜଣା ମହିଳାଙ୍କ ମୃତଦେହ। ମୃତଦେହଟି ପଚି ଯାଇଥିବାରୁ ଏହା କାହାର ପୋଲି ତାହା ଜାଣିବା ପୋଲିସ ପାଇଁ କଷ୍ଟକର ହୋଇଥିଲା। ହେଲେ ସେ ପିନ୍ଧିଥିବା ନାକ ଫୁଲ ଏଭଳି ଜଘନ୍ୟ ହତ୍ୟାକାଣ୍ଡର ଖୁଲାସା କରିଥିଲା

Advertisment

ମାସକ ପୂର୍ବେ ଦିଲ୍ଲୀର ଏକ ଡ୍ରେନ୍‌ରୁ ମିଳିଥିଲା ଜଣେ ଅଜଣା ମହିଳାଙ୍କ ମୃତଦେହ। ମୃତଦେହଟି ପଚି ଯାଇଥିବାରୁ ଏହା କାହାର ପୋଲି ତାହା ଜାଣିବା ପୋଲିସ ପାଇଁ କଷ୍ଟକର ହୋଇଥିଲା। ହେଲେ ସେ ପିନ୍ଧିଥିବା ନାକ ଫୁଲ ଏଭଳି ଜଘନ୍ୟ ହତ୍ୟାକାଣ୍ଡର ଖୁଲାସା କରିଥିଲା !

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ