Cyrus Mistry was not wearing seat belt
Advertisment
ବିଳାସପୂର୍ଣ୍ଣ ହେଉ କିମ୍ବା ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଲାଟେଷ୍ଟ ମଡେଲ୍ର ଗାଡ଼ି। ଯଦି ଯାତ୍ରା ସମୟରେ ନିୟମ ପାଳନ କରୁନାହାଁନ୍ତି ତାହେଲେ ଆପଣ ସୁରକ୍ଷିତ ନୁହଁନ୍ତି। ହୁଏତ ଯଦି ନିୟମ ମାନି ସିଟ୍ ବେଲ୍ଟ ପିନ୍ଧିଥାନ୍ତେ, ତାହେଲେ ଆଜି ଜୀବିତ ଥାନ୍ତେ, ଟାଟାସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us