ଅଦ୍ୟତନ ହୋଇଛି
Badrinath Rainfall
Advertisment
ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା..ଭୂସ୍ଖଳନ ଯୋଗୁ ୩ଟି ବଡ଼ ବଡ଼ ରାଜରାସ୍ତା ବନ୍ଦ ହୋଇଯାଇଛି.. ଯୋଗାଯୋଗ ଓ ପରିବହନରେ ବାଧା ସୃଷ୍ଟି ହୋଇଛି.. ଏକାଧିକଙ୍କ ମୃତ୍ୟୁ ହେଲାଣି.. ଏମିତି ସ୍ଥିତିରେ ବଦ୍ରିନାଥ ଜାତୀୟ ରାଜପଥ ନିକଟରେ ଲମ୍ବାଗଡ଼ ନାଳ ନିକଟରେ କେଉଁ ପରିସ୍ଥିତିରେ କାର୍ ଟି ଫସିଛି ଦେଖନ୍ତୁ.. ଏଭଳି ଭୟଙ୍କର ଅବସ୍ଥାରୁ ଉଦ୍ଧାର କରିବାକୁ ପହଞ୍ଚିଛି ବୋର୍ଡର ରୋଡସ୍ ଅରଗାନାଇଜେସନ ବା BRO.
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us