Last updated: 30 January 2024, 10:33 PM IST
ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। ଏଣେ ଦିନକ ପରେ ନିଜର ଷଷ୍ଠ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ ନିର୍ବାଚନ ବର୍ଷ ହୋଇଥିବାରୁ ଏହା ହେବ କାମଚଳା ବଜେଟ୍। ତେଣୁ ନିର୍ମଳାଙ୍କ ପାଇଁ ଏ ବଜେଟ ପ୍ରସ୍ତୁତ କରିବା ନିଶ୍ଚୟ ଚ୍ୟାଲେଜିଂ ରହିବ। କାରଣ ସାଧାରଣ ଲୋକ ଓ ଯୁବଗୋଷ୍ଠୀ ତାଙ୍କଠାରୁ ଅନେକ ଆଶା ରଖିଛନ୍ତି।