Advertisment

ମୋ ଭଉଣୀକୁ ଫାଶୀ ଦିଅ

ସୋମବାର ଗାଜିପୁର ପୁଲିସ ହେପାଜତରେ ଥିବା ସୋନମଙ୍କୁ ତାଙ୍କ ଭାଇ ଗୋବିନ୍ଦ ଭେଟିବାକୁ ଆସିଥିଲେ। ଏତିକି ବେଳେ ତାଙ୍କୁ ଘେରି ଯାଇଥିଲେ ଗଣମାଧ୍ୟମ ପ୍ରତିନିଧି।

Advertisment

ସୋମବାର ଗାଜିପୁର ପୁଲିସ ହେପାଜତରେ ଥିବା ସୋନମଙ୍କୁ ତାଙ୍କ ଭାଇ ଗୋବିନ୍ଦ ଭେଟିବାକୁ ଆସିଥିଲେ। ଏତିକି ବେଳେ ତାଙ୍କୁ ଘେରି ଯାଇଥିଲେ ଗଣମାଧ୍ୟମ ପ୍ରତିନିଧି। ଆଉ ଏହି ସମୟରେ ଗୋବିନ୍ଦ ରଘୁବଂଶୀ କହିଥିଲେ, ରାଜାଙ୍କ ପରିବାର ସହ କଥା ହୋଇଛି। ସୋନମ ଯଦି ଭୁଲ କରିଛି ତା’ ହେଲେ ତାକୁ ଫାଶୀ ଦଣ୍ଡ ଦିଆଯାଉ।

Advertisment
Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ