Advertisment

ବାରାଣସୀର ୧୨୫ ବର୍ଷୀୟ ଯୋଗଗୁରୁ ସ୍ବାମୀ ଶିବାନନ୍ଦ, ତାଙ୍କ ଆଚରଣ ଦେଖି ଅଭିଭୂତ ସାରା ବିଶ୍ୱ

ଏ ବିଶ୍ୱ ମୋ ଘର, ଏହାର ଲୋକମାନେ ମୋ ବାପା-ମାଆ। ପ୍ରେମ ଓ ସେବା ମୋ ଧର୍ମ । ଏ ଉକ୍ତି ବାରାଣସୀର ୧୨୫ ବର୍ଷୀୟ ଯୋଗଗୁରୁ ସ୍ବାମୀ ଶିବାନନ୍ଦଙ୍କର। ଯାହାଙ୍କ ଚିନ୍ତାଧାରା ଏତେ ଉଚ୍ଚକୋଟିର, ତାଙ୍କ ଆଚରଣ ଯେ କେମିତି ହୋଇଥିବ, ତାହା ଦେଖି ଅଭିଭୂତ ହୋଇଛି ସାରା ବିଶ୍ୱ

OtvNews Sibananda Padma Awards Otv
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ