Advertisment

ଦୀପାବଳି ଅବସରରେ ଝଲସୁଛି ରାମ ଜନ୍ମଭୂମି ଅଯୋଧ୍ୟା

ଦୀପାବଳି ଅବସରରେ ଝଲସୁଛି ରାମ ଜନ୍ମଭୂମି ଅଯୋଧ୍ୟା। ଦୀପୋତ୍ସବ ସହ ସରଜୁ ନଦୀ କୂଳରେ ପ୍ରଜ୍ଜ୍ୱଳିତ ହୋଇଛି ୯ ଲକ୍ଷ ଦୀପ। ଏହାସହ ଆକର୍ଷଣୀୟ ଲେଜର ଶୋ’ ଦେଖିବାକୁ ମିଳିଛି। ପୁରା ଅଯୋଧ୍ୟାରେ ୧୨ ଲକ୍ଷ ଦୀପ ପ୍ରଜ୍ଜ୍ୱଳିତ କରାଯାଇଛି।

ଅଦ୍ୟତନ ହୋଇଛି

Deepotsav Diwali Ayodhya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ