ଜେଲରୁ ବେଲରେ ଆସିବା ପରେ କେଜ୍ରିୱାଲଙ୍କ ବଡ଼ ଘୋଷଣା । ଦୁଇ ଦିନ ଭିତରେ ଛାଡ଼ିବି ମୁଖ୍ୟମନ୍ତ୍ରୀ ପଦ । ୪୮ ଘଣ୍ଟା ଭିତରେ ଇସ୍ତଫା ଦେବାକୁ ଘୋଷଣା କରିବା ସହ ଆସନ୍ତା ନଭେମ୍ବରରେ ମହାରାଷ୍ଟ୍ର ସହ ଏକାଠି ଦିଲ୍ଲୀ ବିଧାନସଭା ନିର୍ବାଚନ କରିବାକୁ ଦାବି କରିଛନ୍ତି । ତେବେ କେଜରିୱାଲଙ୍କ ଏହି ଘୋଷଣାକୁ ପିଆର୍ ଷ୍ଟଣ୍ଟ ବୋଲି କହିଛି ବିଜେପି । ଦଳ କହିଛି, ସୁପ୍ରିମକୋର୍ଟଙ୍କ କଡ଼ା ସର୍ତ୍ତମୂଳକ ଜାମିନ ପରେ କେଜରିୱାଲଙ୍କ ନିକଟରେ ଇସ୍ତଫା ଛଡ଼ା ଆଉ କିଛି ବିକଳ୍ପ ହିଁ ନଥିଲା ।...