Amazon, Flipkart To Roll Out Special Offer This Months; Know Details
Advertisment
ଆଗକୁ ପୂଜା। ଆରମ୍ଭ ହୋଇଯାଉଛି ପର୍ବାଣର ମାହୋଲ। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଚମତ୍କାର ଅଫର ନେଇ ଆସୁଛନ୍ତି ଆମାଜନ୍ ଏବଂ ଫ୍ଲିପକାର୍ଟ। ମନପସନ୍ଦର ଜିନିଷ ଉପରେ ଦେବେ ଭରପୂର ରିହାତି। ଆସନ୍ତା ୩ ତାରିଖରୁ ପାର୍ବଣ ସେଲ୍ ଲଗାଇବାକୁ ଯାଉଛି ଆମାଜନ୍। ତେବେ ଆମାଜନର ଅଫର ଦିନ ଅର୍ଥାତ ୩ ତାରିଖରେ ଫ୍ଲିପକାର୍ଟ ବି ଆରମ୍ଭ କରିବାକୁ ଯାଉଛି ମେଗା ସେଲ। ଯେଉଁଥିରେ ଗ୍ରାହକ ନିଜ ମନ ପସନ୍ଦର ଜିନିଷ ରିହାତି ଦରରେ ପାଇ ପାରିବେ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us