Advertisment

ହେଲିକପ୍ଟରରେ ଜଳିଗଲେ ୭ଜଣ

କେଦାରନାଥରେ ଲିଭିଲା ଜୀବନ ଦୀପ । ଚାହୁଁ ଚାହୁଁ ଜଳିଗଲେ ୭ ଯାତ୍ରୀ । ୨୩ ମାସ ଶିଶୁ ବି ହରାଇଲା ପ୍ରାଣ । ଗୁଜରାଟର ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ କ୍ରାସ୍‌ ଘଟଣା ମନରୁ ନଲିଭୁଣୁ ଉତ୍ତରାଖଣ୍ଡର କେଦାରନାଥରେ ବଡ଼ ହେଲିକପ୍ଟର ଦୁର୍ଘଟଣା ହୋଇଛି ।

Kedarnath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ