Advertisment

ଯବାନଙ୍କୁ ଉଦ୍ଧାର ପରେ ଭୁଶୁଡିଲା ବିଲଡିଂ

ଜମ୍ମୁ କାଶ୍ମୀର କଠୁଆରେ ୬ ସିଆରପିଏଫ୍ ଯବାନ୍ ଫ୍ଲାସ ଫ୍ଲଡରେ ଫସିଗଲେ । ଜମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ହେଉଛି ଫଳରେ ଚାରିଆଡେ ଖାଲି ପାଣି ଓ ପାଣି । ସିଆରପିଏଫ୍ ଯବାନଙ୍କ କ୍ୟାମ୍ପରେ ଅଚାନକ ପାଣି ମାଡିଆସିବାରୁ ଭୟରେ ଯବାନମାନେ ଛାତ ଉପରକୁ ଚାଲିଯାଇଥିଲେ କାରଣ ତଳେ ପୂରା ପାଣି ମାଡିଆସିଲା। ସିଆରପିଏଫ ଯବାନଙ୍କୁ ରେସ୍କ୍ୟୁ କରିବା ପାଇଁ ପହଞ୍ଚିଗଲେ ଯବାନମାନେ। କ୍ୟାମ୍ପର ଛାତ ଉପରୁ ହେଲିକପ୍ଟର ସାହାଯ୍ୟରେ ଯବାନମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ