By: Otv Khabar Bureau
Last updated: 06 November 2021, 03:13 PM IST
କୋଭିଡ୍ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ। ମହାରାଷ୍ଟ୍ର ଅହମ୍ମଦନଗର କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ଘଟିଛି ବଡ଼ ଅଘଟଣ। ୧୦ ଜଣ କୋଭିଡ୍ ଆକ୍ରାନ୍ତ ମୃତ୍ୟୁ । ଦେଖନ୍ତୁ ଏହି ଘଟଣାର ପୁରା ଖବର ।