ଅଦ୍ୟତନ ହୋଇଛି
Tribute To Arindam Das- A Courageous Journalist Who Liked Challenges
Advertisment
କିଏ କହେ ସିଏ ଓଡ଼ିଶା ସାମ୍ବାଦିକ ଜଗତର ଝଡ଼, ଆଉ କିଏ କହେ ଡେୟାର ଡେଭିଲ୍। ତାଙ୍କ ରିପୋର୍ଟିଂ ସୁନ୍ଦର ଏବଂ ମାର୍ଜିତ। ସିଏ ସୃଷ୍ଟି କରିଥିଲେ ଦୁଃସାହସିକ ସାମ୍ବାଦିକତାର ଏକ ନୂଆ ଦିଗ। ସିଏ ପ୍ରତିଯୋଗିତାର ଧାଡ଼ିରୁ ଦୁଇ ପାଦ ଆଗରେ। ସିଏ ଏକାଏକା ନାୟକ,ଅଦ୍ୱିତୀୟ ଅରିନ୍ଦମ। ତାଙ୍କ ଅକାଳ ବିୟୋଗ ସମଗ୍ର ସାମ୍ବାଦିକତା ଜଗତ ପାଇଁ ଅପୂରଣୀୟ କ୍ଷତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us