Last updated: 09 October 2021, 02:49 PM IST
ପିଏମ କିଷାନ ଯୋଜନାର ଲାଭ ପାଇବାକୁ ଚାହୁଁଥିଲେ, ଫଟାଫଟ୍ କରନ୍ତୁ ଏସବୁ କାମ। ଏବେ ଗୋଟିଏ କିସ୍ତିରେ ୨ ହଜାର ଟଙ୍କା ବଦଳରେ ଚାଷୀଙ୍କ ଖାତାରେ ଜମା ହେବାକୁ ଯାଉଛି ୪ ହଜାର ଟଙ୍କା। ବର୍ଷକୁ ୩ଟି କିସ୍ତିରେ ୧୨ ହଜାର ଟଙ୍କା ହାତେଇବାକୁ ହେଲେ ଏସବୁ କାମ ନିଶ୍ଚୟ କରନ୍ତୁ, ନଚେତ୍...