By: Otv Khabar Bureau
Last updated: 08 December 2021, 11:43 AM IST
ଏହି ଗୁମ୍ଫାକୁ ଯିବାକୁ ହେଲେ ରାସ୍ତା ବଡ଼ କଠିନ। ପ୍ରଥମେ ବାଇକରେ କିଛି ବାଟ ଗଲା ପରେ ଘଞ୍ଚ ଜଙ୍ଗଲର ଅଙ୍କାବଙ୍କା ବିପଦପୂର୍ଣ୍ଣ ରାସ୍ତା ଦେଇ ଗୁମ୍ଫା ନିକଟରେ ପହଂଚି ହେବ। ସେଠାକୁ ଓଟିଭି କେମିତି ଗଲା ଓ କଣ ସବୁ ଦେଖିଲା ଜାଣନ୍ତୁ...