ଓଡ଼ିଆ ଲୋକ ଭାରି ଖାଇବା ପ୍ରିୟ। ଖାଇବା ଓ ଖୋଇବାରେ ବେଶ ମଜା ପାଆନ୍ତି। ଯେମିତିକି ବାଲେଶ୍ୱର ଭୋଗରାଇ ଅଂଚଳର ଆଳୁକଷା। ଥରେ ଖାଇଲେ ବାରମ୍ୱାର ମନ କହିବ ଖାଇବାକୁ...