By: Prangyan Parimita
Last updated: 30 March 2022, 01:13 PM IST
ସାଧାରଣତଃ ରଡ୍ ଦେଇ ଛାତ ତିଆରି ହୋଇଥାଏ। ହେଲେ ଆପଣମାନେ କେବେ ଦେଖିଛନ୍ତି ବାଉଁଶ ଓ କାଠରେ ଛାତ ପଡିବା। ଯଦି ଦେଖିବାକୁ ଚାହାଁନ୍ତି, ତେବେ ଆସନ୍ତୁ ଯିବା କୋରାପୁଟ। ଦେଖିବା କେମିତି ରଡ୍ ବଦଳରେ ବାଉଁଶରେ ପଡିଛି ଛାତ