Advertisment

ଗୁଣ୍ଡା ପାଲଟିଛନ୍ତି JSW ସମର୍ଥକ ଓ ପୋଲିସ୍, କମ୍ପାନୀ ବିରୋଧୀଙ୍କୁ ଧମକାଉଛନ୍ତି, ମୁହଁ ଖୋଲିଲେ ବାନ୍ଧିବୁ

JSW କମ୍ପାନୀ ପାଇଁ ଢିଙ୍କିଆ ଗାଁ ଦାଣ୍ଡ ରକ୍ତରେ ଭିଜିଛି। କମ୍ପାନୀ ପାଇଁ ଗୁଣ୍ଡା ପାଲଟିଛନ୍ତି ଏହାର ସମର୍ଥକ ଆଉ ଜିଲ୍ଲା ପୋଲିସ୍। ହାଇକୋର୍ଟ କମିଟି ଆଗରେ, କମ୍ପାନୀ ବିରୋଧରେ କହିବାକୁ ଆସୁଥିବା ଲୋକଙ୍କୁ, କମିଟି ଆଗରେ ହିଁ ସମର୍ଥକମାନେ ପିଟି ରକ୍ତାକ୍ତ କରିଦେଲେ। ଗୁଣ୍ଡାଙ୍କ ଭୟରେ ଲୋକମାନେ ଆସିବାକୁ ଡରିବାରୁ, କମିଟି ସଦସ୍ୟମାନେ ବାଧ୍ୟ ହୋଇ ଘରକୁ ଘର ବୁଲି ମତ ସଂଗ୍ରହ କରିଥିଲେ।

Police JSW Special Story Dhinkia 'Gundaraj’ Locals Shed Blood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ