Chula Bhanga
Advertisment
୪୮ ଘଣ୍ଟା ପରେ ବି ଧରାପଡ଼ିନି ଜଗା ଚୁଲି ଭଙ୍ଗା ଦୁର୍ବୃତ୍ତ। ଜଣା ପଡ଼ିନି ଶ୍ରୀମନ୍ଦିରରେ ଏତେ ବଡ଼ ଦୁଃସାହସ ପଛର କାରଣ କଣ? ତେବେ ସିସିଟିଭି ଫୁଟେଜରୁ ଜଣେ ସନ୍ଦିଗ୍ଧକୁ ତିନି ଜେଟିପି ବାହାରକୁ ଆଣୁଥିବା ନଜରକୁ ଆସିବା ପରେ ଏବେ ସେଇ ସନ୍ଦିଗ୍ଧ ଉପରେ ତଦନ୍ତର ଆଖି। ସନ୍ଦିଗ୍ଧ ଜଣକ କିଏ ଜଣାପଡୁ ନଥିବାରୁ ଚିହ୍ନଟ ପାଇଁ ଉଦ୍ୟମ ଚାଲିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us