By: Otv Khabar Bureau
Last updated: 01 January 2022, 12:36 PM IST
ବୟୟ ମାତ୍ର ୧୫ ବର୍ଷ। ଅଧିକାଂଶ ପିଲା ମ୍ୟାଟ୍ରିକ ଦେଇନଥିବେ, କିନ୍ତୁ ଏହି ବୟସରେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ଚାରି ଚାରୋଟି ବ୍ୟାଚ୍ଲର ଡିଗ୍ରୀ ପାଇଛନ୍ତି ଜ୍ୟାକ୍...ଜାଣନ୍ତୁ ଏହା କେମିତି ହେଲା ସମ୍ଭବ?