ଚାରି ଝିଅ ସାଙ୍ଗ ଏବେ ଚର୍ଚ୍ଚାରେ । ପିଲାମାନଙ୍କର ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ପାଇଁ ଆଗେଇ ଆସିଛନ୍ତି । ରଙ୍ଗ ଓ ତୂଳୀରେ ଖେଳାଉଛନ୍ତି ପିଲାଙ୍କୁ । ମନ ରଙ୍ଗୀନ ହେଉ ଓ ପରିବେଶ ବି ରଙ୍ଗୀନ ହେଉ, ଏହା ହିଁ ଲକ୍ଷ୍ୟ । କୁନି କୁନି ପିଲାଙ୍କୁ ଡ୍ରଇଂ, ପେଣ୍ଟିଂ, ପେପର ଆର୍ଟ ଓ କ୍ରାଫ୍ଟ ଆଦି ଶିଖାଉଛନ୍ତି ।