poor woman
Advertisment
ତାଙ୍କ ହାତକୁ କ୍ଷମତା ଆସିଥିଲା। ଦସ୍ତଖତ କଲେ ଲୋକଙ୍କୁ ମିଳୁଥିଲା ଇନ୍ଦିରା ଆବାସ, ମିଳୁଥିଲା ଭତ୍ତା। କିନ୍ତୁ ନିଜପାଇଁ କିଛି କରିପାରିଲେ ନାହିଁ। ଅନ୍ୟମାନେ ଖାଇଗଲେ। ରାଜନୀତିର କୁଟକପନ ବୁଝିପାରିଲେ ନାହିଁ। ତେଣୁ ଅଲୋଡ଼ା ହୋଇଗଲେ ସମିତିସଭ୍ୟା ତ୍ରିବେଣୀ ନାଇକ। ଏବେ ସେ ମୂଲ ଲାଗି ଚଳୁଛନ୍ତି। ଚାଳ ଘରେ ରହୁଛନ୍ତି। ସ୍ୱାମୀଙ୍କୁ ଟିବି, ତେଣୁ ରୋଜଗାର ବୋଲି କିଛି ନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us