""
ବିବିଧ Videos ୫ ମାସ ହେଲା ନିଖୋଜ ମହାବଳ ବାଘ, ଖୋଜି ଖୋଜି ଅଣାୟତ୍ତ ବନକର୍ମଚାରୀ ୫ ମାସ ହେଲାଣି ମହାବଳ ବାଘର ମିଳୁନି ପତ୍ତା। କୁଆଡ଼େ ଗଲା? କେମିତି ଗଲା? ସୁରକ୍ଷିତ ଅଛି କି ନାହିଁ? ସେନେଇ ଉଠିଲା ପ୍ରଶ୍ନ। ଗାଁ ଲୋକଙ୍କଠାରୁ ପରିବେଶବିତ୍ ସମସ୍ତେ ବାଘକୁ ନେଇ କରୁଛନ୍ତି ଚିନ୍ତା...ସେପଟେ ବନବିଭାଗ କହୁଛି ଆମେ ପାଇଛୁ ବାଘର ପାଦ ଚିହ୍ନ। ତେବେ ଏବେ ବାଘ କେଉଁଠି? 13 Apr 2022 09:19 ISTRajalaxmi Sahoo Follow UsNo Trace Of Tigress In Satkosia Tiger Reserve For Five MonthsAdvertisment Read More