Advertisment

ମାଓ ହିଂସା , ଡିଜେଲ୍ ଟାଙ୍କି ଭାଙ୍ଗି ଜାଳିଦେଲେ ୭ ଗାଡ଼ି

ତେଲେଙ୍ଗାନାର ଡୁମାଗୁଡାମ ଅଞ୍ଚଳରେ ଚିଣ୍ଟାଗୁଫା ବ୍ରିଜ ନିର୍ମାଣରେ ନିୟୋଜିତ ସାତୋଟି ଗାଡ଼ିରେ ନିଆଁ ଲଗାଇଲେ ମାଓବାଦୀ.. ଖାଲି ଏତିକି ନୁହେଁ, ୩ଟି ଟ୍ରାକ୍ଟର ଜଙ୍ଗଲକୁ ନେଇ ଯାଇଛନ୍ତି.

Advertisment

ତେଲେଙ୍ଗାନାର ଡୁମାଗୁଡାମ ଅଞ୍ଚଳରେ ଚିଣ୍ଟାଗୁଫା ବ୍ରିଜ ନିର୍ମାଣରେ ନିୟୋଜିତ ସାତୋଟି ଗାଡ଼ିରେ ନିଆଁ ଲଗାଇଲେ ମାଓବାଦୀ.. ଖାଲି ଏତିକି ନୁହେଁ, ୩ଟି ଟ୍ରାକ୍ଟର ଜଙ୍ଗଲକୁ ନେଇ ଯାଇଛନ୍ତି..ଗତକାଲି ରାତିରେ ୨୫ରୁ ୩୦ଜଣ ମାଓବାଦୀ ଆସି ଗାଡ଼ିଗୁଡ଼ିକର ଡିଜେଲ ଟାଙ୍କି ଭାଙ୍ଗି ନିଆଁ ଲଗାଇଛନ୍ତି..ସ୍ଥାନୀୟ ଅଞ୍ଚଳର ସେତୁ କାର୍ଯ୍ୟକୁ ବିରୋଧ କରି ଆସୁଥିଲେ ମାଓବାଦୀ..

Advertisment
Maoist Menace
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ