ଦିନେ ଟ୍ରଲି ଚଳାଇଲେ ଘର ଚଳୁଥିଲା, ପରିବାର ମୁହଁରେ ଆହାର ଦେଉଥିଲେ । ହଠାତ୍‌ ଦିନେ ଆଖିକୁ ଆଉ ଦିଶିଲାନି । ଆଉ ଟ୍ରଲି ଚଳାଇ ପାରିଲେନି କି କାମଧନ୍ଦା କରିପାରିଲେ ନାହିଁ...ଏବେ ଅଣ୍ଡାଳି ଅଣ୍ଡାଳି ବାଟ ଚାଲିବାକୁ ସେ ବାଧ୍ୟ ହେଉଛନ୍ତି । ଯେଉଁ ପୁଅକୁ ଆସରା କରି ଜୀବନ କାଟୁଥିଲେ ସିଏ ବି ଆଖିର ଜ୍ୟୋତି ହରାଇଲା । ଦୁଃଖ ୟାଙ୍କର ଯେମିତି ଭାଗ୍ୟରେ ଲେଖା