ରାସ୍ତା ପାଇଁ ଆସିଛି ୫ ହଜାର କୋଟି, କିନ୍ତୁ ରାସ୍ତାରେ ମୁଠାଏ ପଡ଼ିନି ମାଟ। ଏ ଦୃଶ୍ୟକୁ ଦେଖିଲେ ଆପଣ ବି ଲଜ୍ଜିତ ହେବେ ଆଉ କହିବେ ସରକାରଙ୍କ ଯୋଜନା ଏଇଛି କାହିଁକି ପହଞ୍ଚିନାହିଁ? କିଏ ବାଟ ଓଗାଳିଛି? ଗାଁ ଭିତରକୁ ସାଇକେଲରେ ଯିବା ବି କଷ୍ଟ...ଅଧା ରାସ୍ତାରେ ହିଁ ଯାଉ ଛି ରୋଗୀଙ୍କ ଜୀବନ...