କଫି ପରେ କାଜୁକୁ ନେଇ ଏବେ ଭାରି ଚର୍ଚ୍ଚାରେ କୋରାପୁଟ। ଏତେ ମାତ୍ରାରେ କାଜୁ ଫଳୁଛି ଯେ...କିଲୋକୁ ମାତ୍ର ୫୦୦ ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ। ଆଉ ନିଜକୁ ନିଜେ ପ୍ରଶ୍ନ କରୁଛନ୍ତି...କାଜୁ ଚାଷ କରି ମୁଁ କଣ ଭୁଲ କଲି?