strike
Advertisment
ବାମଦଳର ଓଡ଼ିଶା ବନ୍ଦ ଡାକରା । ଆଜି ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛନ୍ତି ୪ଟି ବାମଦଳ । ସିପିଆଇ,ସିପିଆଇଏମ୍,ସିପିଆଇଏମ୍ଏଲ୍ ଏବଂ ଫରୱାଡ ବ୍ଲକ୍ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଭୁବନେଶ୍ୱର ରେଳ ଷ୍ଟେସନରେ ଟ୍ରେନ୍ ଅଟକାଇଥିଲେ ଆନ୍ଦୋଳନକାରୀ । ସେହିପରି ଗୁଣୁପୁର,ବ୍ରହ୍ମପୁର,ବାଲେଶ୍ୱର,ଭଦ୍ରକ,ରାଉରକେଲା ଆଦି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଦଳ ପକ୍ଷରୁ ବିକ୍ଷୋଭ ଓ ଆନ୍ଦୋଳନ କରାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us