Elderly woman suffering from leprosy ostracised by villagers - OTV special story
Advertisment
କୁଷ୍ଠ ରୋଗ ହେଲା ପରେ ଗାଁରେ ପୂରାଇଲେନି...କେହି ଛୁଇଁଲେନି। ଇଚ୍ଛା ନଥିଲେ ବି ୨୦ ବର୍ଷ ହେଲାଣି ଜଙ୍ଗଲରେ କଟୁଛି କର୍ପୁରଙ୍କ ଜୀବନ। ସ୍ୱାମୀ ଚାଲିଗଲା ସାଙ୍ଗରେ ଦୁଇ ଝିଅ ବି ଗଲେ। ବୟସ ଥିବା ବେଳେ ଭିକମାଗି ପେଟ ପୋଷୁଥିଲେ। କିନ୍ତୁ ଏବେ ଚାଲିବୁଲିବା ତାଙ୍କ ପକ୍ଷରେ କଷ୍ଟ...ଜଣେ ଯୁବକ କେତେବେଳେ ଖାଇବାକୁ ଦେଉଛନ୍ତି ତ ଆଉ କେତେବେଳେ ଭୋକ ଉପାସରେ ଜଙ୍ଗଲେ ପଡ଼ିଛନ୍ତି କର୍ପୁର...ଦେଖନ୍ତୁ ୨୦ ବର୍ଷ ହେଲାଣି ଜଙ୍ଗଲରେ କେମିତି କଟୁଛି ଜୀବନ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us