Bus fares Reduced
Advertisment
କମିଲା ବସ୍ ଭଡ଼ା । ତେଲ ଦର କମିବାରୁ କମିଲା ବସ୍ ଭଡ଼ା । ଅର୍ଡିନାରୀ ବସ୍ରେ କିଲୋମିଟର ପିଛା ୯୨ ପଇସାରୁ ହ୍ରାସ ପାଇ ୮୭ ପଇସା ହେଲା । ସେହିଭଳି ଏକ୍ସପ୍ରେସ ୯୬ ପଇସାରୁ ହ୍ରାସ ପାଇ ୯୧ ପଇସା, ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୧.୩୫ ପଏଇସାରୁ ହ୍ରାସ ପାଇ ୧.୨୫ ପଇସା ହେଲା । ଅନ୍ୟପଟେ ଏସି ଡିଲକ୍ସ ୧.୬୩ ପଇସାରୁ ହ୍ରାସ ପାଇ ୧.୫୩ ପାଇସାରେ ପହଞ୍ଚିଛି ଓ ସୁପର ପ୍ରିମିୟମ ୨.୫୩ ପିସାରୁ ହ୍ରାସ ପାଇ ୨.୩୮ରେ ପହଞ୍ଚିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us